1.

Write five lines on ଭାତୃତ୍ବ (ଭାଇଚାରା)​

Answer»

Answer:

୧ ଧର୍ମ ବର୍ଣ୍ଣ ନିର୍ବିଶେଷରେ ମିଳିମିଶି ରହିବାକୁ ଭାଇଚାରା କୁହାଯାଏ ।

୨: ଏହା ଯୋଗୁଁ ସମାଜ ରେ ଏକତା ବଜାୟ ରୁହେ

୩: ସମସ୍ତେ ମିଳିମିଶି କାମକରିଲେ ସମାଜର ଉନ୍ନତି ହୁଏ ।

୪ : ଭାଇଚାରା ସମସ୍ତ ସମ୍ପର୍କ ଠାରୁ ଉର୍ଦ୍ଧରେ

୫ : ଭାରତରେ ଭାଇଚାରା ର ଅପୂର୍ବ ନିଦର୍ଶନ ଦେଖାଯାଏ ।

Hope it HELPS you,please MARK me as BRANIEST.......

Are you from odisha......I'm ALSO from odisha...



Discussion

No Comment Found