Saved Bookmarks
| 1. |
ଦିନେ କିଛି ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର କରିବାକୁ ଆସିଲେ । ତାଙ୍କ ସହିତ ଥିଲେ କେତେକ ରାଜ-କର୍ମଚାରୀ । ଦିନେ ରାଜା ସାରାଦିନ ବୁଲିବୁଲି କୌଣସି ଜନ୍ତୁକୁ ପାଇଲେ ନାହିଁ । ସନ୍ଧ୍ୟା ହେବାକୁ କିଛି ସମୟ ବାକି ଥାଏ ।ସେହି ମରୁଭୂମିରେ ସେ ମେକରଣଙ୍କ ଗଧ ଓ କୁକୁରକୁ ଦେଖିଲେ । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।କର୍ମଚାରୀମାନଙ୍କୁ ପଚାରିଲେ “ ଏହି ମରୁଭୂମିରେ ଗଧ ଆଉ କୁକୁର କେଉଁଠୁ ଆସିଲେ ? ଏଠାରେ ତ ଚିତାବାଘରଭୟ ରହିଛି । ତା' ହାବୁଡ଼ରୁ ଏମାନେ ବଞ୍ଚୁଛନ୍ତି କିପରି ?” |
Answer» oooooooooooooooooyapa noooooo |
|